OUSSSC ଜିଲ୍ଲା କନେଷ୍ଟବଳ- 2026 (Mock Test + PYQs)

Description

OUSSSC ଜିଲ୍ଲା କନେଷ୍ଟବଳ- 2026 

ବି.ଦ୍ର:- ଆପଣ Ebook (PDF) ଏବଂ Mind Map ଗୁଡ଼ିକ Print Out କରି ପାରିବେ ନାହିଁ | ଏହା କେବଳ ଆମ App ରେ Read କରିପାରିବେ |

Batch Highlights:

🔴 1000+ PYQs Test 

🔴 15 Full Length Mock Test 

🔴 E-book (Theory + MCQ)

🔴 Infographic PDF (Mind Map)

🔴 Total - 30,000+ Questions

🎯 FULL DESCRIPTION

🏅1000+ PYQs Test 

ଏଥିରେ Odisha Police /OSSSC /OSSC ପୂର୍ବ ବର୍ଷ PYQs Topic Wise Test ପାଇବେ |

🏅15 Full Length Mock Test 

ଏଥିରେ New Exam Pattern ଏବଂ New Syllabus ଅନୁସାରେ Mock Test ପାଇବେ | ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପାଇବେ |

🏅E-book (Theory + MCQ)

ଏଥିରେ ODIA/ ENGLISH/ MATHEMATICS/ REASONING/ COMPUTER E-book (PDF) ପାଇବେ |

🏅Infographic PDF (Mind Map)

ଏଥିରେ HISTORY/ GEOGRAPHY/ POLITY/ ECONOMICS/ GENERAL SCIENCE Mind Map (PDF) ପାଇବେ |

🎯 Note – (ଆପଣଙ୍କ ପ୍ରଶ୍ନ)

୧. ମୁଁ କଣ Test କୁ Laptop ରେ Access କରି ପାରିବି ?

Ans - Yes (Visit Our Website : www.apnaexam.com)

୨. ଟେଷ୍ଟ ଦେଇସାରିଲା ପରେ ଆମେ ଆମର result ଜାଣିପାରିବା ?

Ans - Yes

୩. ପଇସା Refund ହୋଇପାରିବ କି ?

Ans - No (Test ଟି କିଣିବା ପୂର୍ବରୁ, ଠିକ୍ ଭାବରେ ଚେକ୍ କରି କିଣନ୍ତୁ, କାହିଁକି ନା ଥରେ Payment ହେଇଗଲା ପରେ ଆଉ ପଇସା Refund ହେଇପାରିବ ନାହିଁ)

🎯 Disclaimer : ମନେରଖନ୍ତୁ, ଆମେ କାହାକୁ ବାଧ୍ୟ କରୁନାହୁଁ ଆପଣମାନେ Test Series ରେ Join କରନ୍ତୁ, ଯଦି ଆପଣ ମାନଙ୍କୁ ଆମର TEST ଠିକ ଲାଗୁଛି, ତାହେଲେ Join କରନ୍ତୁ | No Screenshot & No Print out.

OUSSSC ଜିଲ୍ଲା କନେଷ୍ଟବଳ- 2026 (Mock Test + PYQs)

₹239₹49953% off
Have a coupon?

₹239